Over the years, Odisha, has witnessed a gradual improvement in the health status of the population because of factors such as developmental and OF HEALTHCARE educational interventions, economic improvement, and better healthcare IN services. The health system in Odisha is largely publicly facilitated and the private sector has played a limited role. Geographic inaccessibility of health services, cultural barriers restricting the demand for healthcare, ignorance of health practices, poor service quality, and heavy reliance on informal health providers are few of the features of the health ecosystem in Odisha.
ଓଡ଼ିଶାର ଏକ ଅଗ୍ରଣୀ ଟିଭି ଚ୍ୟାନେଲ ଆର୍ଗସ୍ ନ୍ୟୁଜ୍ ର ‘ODISHA HEALTH CONNECT SEASON 3’ ନାମକ ଏକ ସ୍ୱାସ୍ଥ୍ୟ କନକ୍ଲେଭ ଆୟୋଜନ ହେବ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ପୂର୍ତ୍ତ, ଆଇନ, ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ । ସମ୍ମାନୀତ ଅତିଥି ଭାବେ ଯୋଗ ଦେବେ ହିନ୍ଦୁଜା ହସ୍ପିଟାଲ ଆଣ୍ଡ ମେଡିକାଲ ରିସର୍ଚ୍ଚ ସେଣ୍ଟରର ସିଇଓ ଶ୍ରୀ ଗୌତମ ଖାନ୍ନା । ଦେଶର ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଅଂଶଗ୍ରହଣ କରିବେ । ଏହି କନକ୍ଲେଭରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିଭିନ୍ନ ଦିଗ ଉପରେ ବ୍ୟାପକ ଆଲୋଚନା ହେବ। ସୁସ୍ଥ ଓଡିଶା, ସୁନ୍ଦର ଓଡିଶା । ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାକୁ ହେଲେ ଉତ୍ତମ ସ୍ୱାସ୍ଥ୍ୟ ହିଁ ଏହାର ମାପକାଠି । ଗତ କିଛି ବର୍ଷ ଧରି ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଛି ।
The Argus Odisha Health Connect Season-III, a day-long conclave titled as “Precision, Prevention and Progress - The Path to Better Healthcare”, will be held in Bhubaneswar on November 9. The conclave, organised by the Argus News, will address various aspects of healthcare services in the State. Odisha’s Law Minister Prithviraj Harichandan, and Health & Family Welfare Minister Mukesh Mahaling will grace the occasion as chief guest. Three key topics- (1) Odisha As A Destination Next For Advanced Healthcare, (2) Allied Health As A Source Of Employment And Livelihood, and (3) Rural Health Infrastructure –Improvements For A Healthy Nation- will be discussed in the health conclave. Several eminent personalities relating to health care services from across the country will participate in the conclave. Dr. Gautam Khanna, CEO, P.D Hinduja Hospital & Medical Research, Mumbai; Asit Rath, CEO & M.D, Aviva India and Dr. B.S. Srinath, Managing Trustee, Sri Shankara Cancer Foundation; will speak on “Odisha As A Destination Next For Advanced Healthcare”. Dr. Ashok Choudhury, Hepatolgist and Transplant Physician, Additional Professor, Institute Of Liver And Biliary Sciences; Sudhansu Adhikari, State Head, Patanjali Yog Peeth, Odisha & Chairman, India Yoga Associatio, Odisha; and Biren Das, Eminent Film Producer and Health Awareness Consultant, will participate at the panel discussion on the topic of “Allied Health As A Source Of Employment And Livelihood”. Similarly, Kasturi Sengupta, General Manager (Health), National Insurance Co. Ltd. Kolkata; Dr. Pradeep Kumar Patra, V.C, Pt. Deendayal Hospital, Raipur; Subitha Kumar B. Sanum Sanguineas Solutions Pvt. Ltd, and Dr. Shibasish Giri, Endogenous stem cell specialist, University of Leipzig and Technical University of Munich, Germany, will take part on the panel discussion on “Rural Health Infrastructure –Improvements For A Healthy Nation.” The State of Odisha has witnessed a significant change in healthcare services in the past few years. Yet, there are many areas in the State where people are deprived of access to good health facilities. The participants of the conclave are likely to address several such issues for the development of healthcare services in the State, a member of the organising committee said.
ଅର୍ଗସର ହେଲଥ୍ କନେକ୍ଟ ସିଜିନ -୩ । ଚଳିତବର୍ଷର ଥିମ୍ ରହିଛି ପ୍ରିସିସନ୍ , ପ୍ରିଭେନସନ ଓ ପ୍ରୋଗ୍ରେସ- The Path to better helthcare । ତିନିଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ମେଗା କନକ୍ଲେଭରେ ମୁଖ୍ୟଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉପସ୍ଥିତ ରହିଛନ୍ତି। ଅର୍ଗସ ନ୍ୟୁଜ୍ ଏଡିଟର ଇନ୍ ଚିଫ୍ ସଞ୍ଜୟ ଜେନା ସ୍ବାଗତ ଭାଷଣ ଦେବା ସହ ଦୀପ ପ୍ରଜ୍ଵଳନ କରିଛନ୍ତି । କାର୍ଯ୍ୟକ୍ରମକୁ ଉଦଘାଟ କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଉଦଘାଟନୀ ଉତ୍ସବରେ ସ୍ବାସ୍ଥ୍ୟ ସଚିବ ଅଶ୍ବଥି ଏସ., ମୁମ୍ବାଇ ସ୍ଥିତ ପି.ଡି. ହିନ୍ଦୁଜା ହସ୍ପିଟାଲ ଏଣ୍ଡ ମେଡିକାଲ ରିସର୍ଚ୍ଚ ସେଣ୍ଟରର ସିଇଓ ଗୌତମ ଖାନ୍ନା, ଆଇସିଏମଆର ନିର୍ଦ୍ଦେଶିକ ଡାକ୍ତର ସଙ୍ଘମିତ୍ରା ପତି ପ୍ରମୁଖ ମତ ରଖିବେ । ଏହି ଅବସରରେ ଡାକ୍ତର କିଶୋର ଚନ୍ଦ୍ର ଦାସଙ୍କୁ ପିପୁଲସ୍ ଡକ୍ଟର ସମ୍ମାନ ଦିଆଯିବ । ଦାନା ବାତ୍ୟା ବେଳେ ଲୋକଙ୍କୁ ସେବା ଯୋଗାଇଥିବା ଆଶା କର୍ମୀ ଶିବାନୀ ମଣ୍ଡଳ, ଆମ୍ବୁଲାନ୍ସ ଡ୍ରାଇଭର ମାନସ ମଲ୍ଲିକଙ୍କୁ ସ୍ବାସ୍ଥ୍ୟମିତ୍ର ସମ୍ମାନ ଦିଆଯିବ । ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ରଙ୍କୁ ହେଲଥ୍ ଲିଜେଣ୍ଡାରୀ ସମ୍ମାନ ଦିଆଯିବ । ଅର୍ଗସ ନ୍ୟୁଜ ସିଇଓ ପ୍ରକାଶ ସାହୁ ଉଦଘାଟନୀ ଉତ୍ସବରେ ଧନ୍ୟବାଦ ଦେବେ ।
ରାଜ୍ୟର ଗ୍ରାମାଞ୍ଚଳରେ ୩ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଟେନସନ । ଉଚ୍ଚ ରକ୍ତଚାପ, ମଧୁମେହ ଓ କ୍ୟାନସର । ଚିକିତ୍ସା ଅଭାବରୁ ବେଳେ ବେଳେ ଏଗୁଡ଼ିକ ପ୍ରାଣ ଘାତକ ବି ସାଜନ୍ତି । ସେଥିପାଇଁ କେବଳ ସ୍ବାସ୍ଥ୍ୟ ସୁବିଧା ଦେଲେ ହେବନି ସ୍ବାସ୍ଥ୍ୟ ସଚେତନତା ଜରୁରୀ । ଆଜି ଅର୍ଗସ ପକ୍ଷରୁ ଆୟୋଜିତ ‘ଓଡ଼ିଶା ହେଲ୍ଥ କନେକ୍ଟ ସିଜିନ୍-୩’ କନକ୍ଲେଭରେ ଯୋଗଦେଇ ଏହା କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । 2036ରେ ଯୁବକଙ୍କ ତୁଳନାରେ ବୟସ୍କଙ୍କ ସଂଖ୍ୟା ଅଧିକ ହେବ । ସେ ସମୟରେ ଜେରିଆଟ୍ରିକ ଟ୍ରିଟମେଣ୍ଟ ଆମ ପାଇଁ ଏକ ବଡ଼ ସମସ୍ୟା ହେବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି । ସରକାର ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାର ଯୋଜନା ରଖିଥିବା ବେଳେ 5 ହଜାର ଡାକ୍ତରଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ଆଗାମୀ ଦିନରେ ଓଡ଼ିଶାକୁ ହେଲ୍ଥ ଡେଷ୍ଟିନେସନ କରିବାକୁ ସରକାର ଚେଷ୍ଟା କରୁଥିବା କହିଛନ୍ତି ପୃଥ୍ବୀରାଜ ।
ଅର୍ଗସର ହେଲଥ୍ କନେକ୍ଟ ସିଜିନ ୩ରେ ଆଇନମନ୍ତ୍ରୀଙ୍କ ବଡ ଘୋଷଣା । ଆଗାମୀ ଦିନରେ ୩୦ ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯେଉଁ ସୁପର ସ୍ପେଶିଆଲିଟି ମାନଙ୍କର ଅଭାବ ରହିଛି । ତାହା ଖୁବଶୀଘ୍ର ପୂରଣ ହେବ । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସମଗ୍ର ଦେଶରେ ଓଡିଶା ହେବ ରୋଲ ମଡେଲ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସରକାର ମଧ୍ୟ କାମ କରିବା ଆରମ୍ଭ କରିଛନ୍ତି ।
ଚଳିତବର୍ଷର ଥିମ୍ ରହିଥିଲା ପ୍ରିସିସନ୍ , ପ୍ରିଭେନସନ ଓ ପ୍ରୋଗ୍ରେସ- The Path to better helthcare । ତିନିଟି ପର୍ଯ୍ୟାୟରେ ହୋଇଥିଲା ଏହି ମେଗା କନକ୍ଲେଭ। ମୁଖ୍ୟଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉପସ୍ଥିତ ରହିଥିଲେ । ଅର୍ଗସ ନ୍ୟୁଜ୍ ଏଡିଟର ଇନ୍ ଚିଫ୍ ସଞ୍ଜୟ ଜେନା ସ୍ବାଗତ ଭାଷଣ ଦେବା ସହ ଦୀପ ପ୍ରଜ୍ଵଳନ କରିଥିଲେ । କାର୍ଯ୍ୟକ୍ରମକୁ ଉଦଘାଟ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଉଦଘାଟନୀ ଉତ୍ସବରେ ସ୍ବାସ୍ଥ୍ୟ ସଚିବ ଅଶ୍ବଥି ଏସ., ମୁମ୍ବାଇ ସ୍ଥିତ ପି.ଡି. ହିନ୍ଦୁଜା ହସ୍ପିଟାଲ ଏଣ୍ଡ ମେଡିକାଲ ରିସର୍ଚ୍ଚ ସେଣ୍ଟରର ସିଇଓ ଗୌତମ ଖାନ୍ନା, ଆଇସିଏମଆର ନିର୍ଦ୍ଦେଶିକ ଡାକ୍ତର ସଙ୍ଘମିତ୍ରା ପତି ପ୍ରମୁଖ ମତ ରଖିଛନ୍ତି ।
Prithviraj Harichandan, Minister of Law, Works & Excise, inaugurated the conclave. Addressing the audience, he said that people in rural areas mostly get tensed if they hear about three diseases -- high blood pressure, Diabetis and cancer. "Not only health services, but awareness about health and diseases is necessary," said Harichandan.
Odisha government will soon recruit as many as 5,000 doctors to expand the health services in the State and provide better healthcare facilities to the people, State’s Law, Works and Excise Minister Prithiviraj Harichandan said on Saturday.